Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

3  

Chittaranjan Lenka

Others

ସମ୍ପର୍କ

ସମ୍ପର୍କ

1 min
6.8K


ବାପା ମାଆ ଦୁହେଁ       ଶିକ୍ଷା ଦୀକ୍ଷା ଗୁରୁ

କେନ୍ଦ୍ରବିନ୍ଦୁ ଜୀବନର

ତାଙ୍କ ଠାରୁ ଶ୍ରେଷ୍ଠ     ବ୍ରହ୍ମାଣ୍ଡେ କେ ନାହିଁ

ସ୍ୱୟଂ ଚଳନ୍ତି ଠାକୁର


ଭାଇ ଓ ଭଉଣୀ       କ୍ଷୀର ନୀର ପରି

ଅସରନ୍ତି ସ୍ନେହ ଭାବ

ପବିତ୍ର ସମ୍ପର୍କ          ହୃଦରୁ ଯୋଡିଲେ

ସାରା ସଂସାର ହସିବ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in