Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Abstract

3  

Hrushikesh Satpathy

Abstract

ଜାଗରରାତି

ଜାଗରରାତି

1 min
6.6K


ଭାବିଥିଲି ଆଜି ଜାଗର ରାତିରେ

ତୁମରି ସାଥିରେ ବିତାଇ ଦେବିି।

ତୁମରି ଆଖିରୁ ଲୁୁହ ଟୋପା ନେଇ

ଶିବ ଶ୍ରୀ ଚରଣ ପଖାଳି ଦେବି।

ମୋ ଆଖିର ଦୀପେ ପ୍ରଦୀପ ଜଳାଇ

ପ୍ରଭୂୂଙ୍କ ଅଗଣା ସଜେଇ ଦେବି।

ଯେପରି ଆଗକୁ ତୁମ ଲୁହ ଧାର

ଆଉ ନ ଝରିବ, ହାତ ଯୋଡ଼଼ିବିି।

ସବୁ ଆଶା ମୋର ଆଶାରେ ରହିିିଲା

ତୁମରି ଠିକଣା ପାଇଲି ନାହିଁ।

କାହାକୁ ବା ନେଇ ଜାଗର ଜାଳିିବି

ତୁମ ତୁଳନୀୟ ଜଗତେ ନାହିଁ।

ଜାଗର ସରିଲା, ରାତି ବି ପାହିଲା

ମନ୍ଦିରଟା ସାରା ଝଲସୁୁୁଥିଲା।

ଜାଣେନା କେବେ ମୋ ପ୍ରଦୀପ ଜଳିବ

ମୋ ଭଙ୍ଗା ମନ୍ଦିର ଭଙ୍ଗା ରହିିଲା।


Rate this content
Log in