Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୁଭ ରାତ୍ରୀ
ଶୁଭ ରାତ୍ରୀ
★★★★★

© Bela Bhumi

Fantasy Abstract

1 Minutes   1.4K    1


Content Ranking

ଭରା ଯଉବନ ଝରା ଶିଉଳିରେ

ଯେବେ ଯୋଡି ଦେଲି ପ୍ରୀତି

ଫେଡ଼ି ହୋଇଗଲା ସପନ ସବୁ ମୋ

ପାହିଗଲା ଯେତେ ନିଶି,

ଆଖି ପଖାଳିଲା ଲୁହରେ ପଲକ

ଛାତି ଦେଖୁଥିଲା ବସି

ଚାଲି ଯାଉଥିଲା ଅଳସ ତନ୍ଦ୍ରାର

ପଥ ପରେ ରାଜହଂସୀ ।।

ତପନ ଦୀକ୍ଷିତ

(ବେଳାଭୂମି)

20.10.2017

ଯଉବନ ପ୍ରୀତି ସପନ ଲୁହ ତନ୍ଦ୍ରା

Rate the content


Originality
Flow
Language
Cover design

Comments

Post


Some text some message..