Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କ୍ଷୁଦ୍ର ଜୀବଟିଏ ମୁଁ
କ୍ଷୁଦ୍ର ଜୀବଟିଏ ମୁଁ
★★★★★

© Jaya Krishna Meher

Others

1 Minutes   6.5K    5


Content Ranking

ସୁବିଶାଳ ବିଶ୍ୱ ବ୍ରହ୍ମାଣ୍ଡର 

ଅତି ନଗଣ୍ୟ ଚଳମାନ 

ଧୁଳିକଣା ବିନ୍ଦୁ ସମ

କ୍ଷୁଦ୍ର ଜୀବଟିଏ ମୁଁ .. l

ଲମ୍ବା ସମୟ ଇତିହାସର 

ପାଣି ଫୋଟକା ସମ ବଞ୍ଚି 

ଅସଂଖ୍ୟ ସ୍ୱପ୍ନ ଦେଖୁଥିବା 

କ୍ଷୁଦ୍ର ଜୀବଟିଏ ମୁଁ ... ।

ନିଜର ଅସ୍ତିତ୍ବ ଓ ସତ୍ତାକୁ 

ବୁଝି ପାରୁ ନ ଥିବା 

ମନୁଷ୍ୟ ନାମରେ ନାମିତ 

କ୍ଷୁଦ୍ର ଜୀବଟିଏ ମୁଁ ... ।

ତଥାପି ବିଶ୍ୱ ବ୍ରହ୍ମାଣ୍ଡର

ଇତିହାସକୁ ପରିବର୍ତ୍ତିତ କରି 

ନିଜର କାୟା ବିସ୍ତାର କରୁଥିବା 

କ୍ଷୁଦ୍ର ଜୀବଟିଏ ମୁଁ ...  

କ୍ଷୁଦ୍ର ଜୀବଟିଏ ମୁଁ ... ।  

   

ଜୟକୃଷ୍ଣ ମେହେର 

ଗୋହିରାପଦର 

  

ବ୍ରହ୍ମାଣ୍ଡ କ୍ଷୁଦ୍ର ମନୁଷ୍ୟ

Rate the content


Originality
Flow
Language
Cover design

Comments

Post

Some text some message..