Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jaya Krishna Meher

Others

2  

Jaya Krishna Meher

Others

କ୍ଷୁଦ୍ର ଜୀବଟିଏ ମୁଁ

କ୍ଷୁଦ୍ର ଜୀବଟିଏ ମୁଁ

1 min
6.5K


ସୁବିଶାଳ ବିଶ୍ୱ ବ୍ରହ୍ମାଣ୍ଡର 

ଅତି ନଗଣ୍ୟ ଚଳମାନ 

ଧୁଳିକଣା ବିନ୍ଦୁ ସମ

କ୍ଷୁଦ୍ର ଜୀବଟିଏ ମୁଁ .. l

ଲମ୍ବା ସମୟ ଇତିହାସର 

ପାଣି ଫୋଟକା ସମ ବଞ୍ଚି 

ଅସଂଖ୍ୟ ସ୍ୱପ୍ନ ଦେଖୁଥିବା 

କ୍ଷୁଦ୍ର ଜୀବଟିଏ ମୁଁ ... ।

ନିଜର ଅସ୍ତିତ୍ବ ଓ ସତ୍ତାକୁ 

ବୁଝି ପାରୁ ନ ଥିବା 

ମନୁଷ୍ୟ ନାମରେ ନାମିତ 

କ୍ଷୁଦ୍ର ଜୀବଟିଏ ମୁଁ ... ।

ତଥାପି ବିଶ୍ୱ ବ୍ରହ୍ମାଣ୍ଡର

ଇତିହାସକୁ ପରିବର୍ତ୍ତିତ କରି 

ନିଜର କାୟା ବିସ୍ତାର କରୁଥିବା 

କ୍ଷୁଦ୍ର ଜୀବଟିଏ ମୁଁ ...  

କ୍ଷୁଦ୍ର ଜୀବଟିଏ ମୁଁ ... ।  

   

ଜୟକୃଷ୍ଣ ମେହେର 

ଗୋହିରାପଦର 

  


Rate this content
Log in