ଅଙ୍କା ବଙ୍କା - ୧୩୧
ଅଙ୍କା ବଙ୍କା - ୧୩୧
1 min
6.7K
କବିତା ଲେଖିଲେ ରଣଚଣ୍ଡୀ ରୂପ
ଗପ ଲେଖିଲେ ଭୈରବୀ
ବହି ଛପା କଥା କାନରେ ପଡିଲେ
ରୋଷେଇ ଘରରେ ଚାବି
(ଆରେ)
ଘରଣୀକୁ ଡରି ଲେଖା ଛାଡିଦେଲେ
ସଭିଏଁ କହିବେ ଛିଃ ଛିଃ
ହାରିବା ଜାତକେ ନାହିଁଟି ଆମର
(ଯଦି) କଲମ ହାତରେ ଅଛି
ପ୍ରମୋଦ କୁମାର ଜେନା ©