Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଳ୍ପ ଅଳ୍ପ-୬୮
ଅଳ୍ପ ଅଳ୍ପ-୬୮
★★★★★

© Ram Prasad Bisoi

Inspirational Others

1 Minutes   6.6K    8


Content Ranking

ଝରଣା ହୁଅ ନା

ଆନମନା

ହଁ ! ମନ ପାସେବି

ଅବୁଝା

କେତେ ଯେ ବୁଝାଇବି

ତାକୁ ଯେ,

ବୟସ !

ସେ ଅଝଟ କଅଁଳ ବାଛୁରୀ ଛୁଆ

ମାରୁଛି ଠିଆ ଡିଆଁ ,

ଘର ଅଗଣା ବି ତା ପାଇଁ

ନୁହେଁ ମନା ,

ମୁଁ କିନ୍ତୁ ଟିକେ ଭିନ୍ନ

ଦର୍ପଣକୁ କହେ

ଯେତେ

ସବୁ ଛୁପା ମନ କଥା

ସେଥିରେ

ସେ ଭାରି ଖୁସ

ମୁଁ ବି

ସେଥିପାଇଁ ବୋଧେ

ମତେ ଡାକନ୍ତି

କେହି କେହି ପର୍ବତ ନନ୍ଦିନୀ

ଆଉ ସମସ୍ତେ କହନ୍ତି

ଝ-ରା-ନା-ତୁ-କେବେ-

ଲୁହ

ଝରଣା--------------!

©®କାଶ୍ୟପ

ରାୟଗଡା

ଝରଣା ବାଛୁରୀ ଅଗଣା

Rate the content


Originality
Flow
Language
Cover design

Comments

Post

Some text some message..