ଅଳ୍ପ ଅଳ୍ପ-୬୮
ଅଳ୍ପ ଅଳ୍ପ-୬୮
1 min
6.6K
ଝରଣା ହୁଅ ନା
ଆନମନା
ହଁ ! ମନ ପାସେବି
ଅବୁଝା
କେତେ ଯେ ବୁଝାଇବି
ତାକୁ ଯେ,
ବୟସ !
ସେ ଅଝଟ କଅଁଳ ବାଛୁରୀ ଛୁଆ
ମାରୁଛି ଠିଆ ଡିଆଁ ,
ଘର ଅଗଣା ବି ତା ପାଇଁ
ନୁହେଁ ମନା ,
ମୁଁ କିନ୍ତୁ ଟିକେ ଭିନ୍ନ
ଦର୍ପଣକୁ କହେ
ଯେତେ
ସବୁ ଛୁପା ମନ କଥା
ସେଥିରେ
ସେ ଭାରି ଖୁସ
ମୁଁ ବି
ସେଥିପାଇଁ ବୋଧେ
ମତେ ଡାକନ୍ତି
କେହି କେହି ପର୍ବତ ନନ୍ଦିନୀ
ଆଉ ସମସ୍ତେ କହନ୍ତି
ଝ-ରା-ନା-ତୁ-କେବେ-
ଲୁହ
ଝରଣା--------------!
©®କାଶ୍ୟପ
ରାୟଗଡା