Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆତ୍ମା କହେ

ଆତ୍ମା କହେ

1 min
6.8K


ପଚାରିଲି ମୁଁ ସୁଖ କ’ଣ

ସେ କହିଲା ଆଧାଗଢା ସମ୍ପର୍କଟେ

ନା କାଟିପାରି ହୁଏ

ନା ଯୋଡ଼ିପାରି ହୁଏ ତାକୁ ସମ୍ପୂର୍ଣ୍ଣ ଭାବେ ।

ପଚାରିଲି ଦୁଃଖ କ’ଣ

କହିଲା ଜୀବନ ମହ୍ଲାରଟିଏ

ମନ ଥାଉ କି ନଥାଉ

ଗାଇବାକୁ ହୁଏ

ଆପଣା କଣ୍ଠରେ ... ।


Rate this content
Log in

Similar oriya poem from Classics