Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Romance

3  

Raja Sekhar CH V

Romance

ତାରୁଣ୍ୟ

ତାରୁଣ୍ୟ

1 min
93



ଜୀବନ ତ ମିଳେ ଥରକ,

ଯୌବନ ତ ମିଳେ ଥରକ,

ମୁଁ ତ ହେଲି ତୁମ ପ୍ରେମିକ,

ମୁଁ ତ ପ୍ରଣୟ କଳାର ସାଧକ ।୧।


 ତାରୁଣ୍ୟ ହେଲା ଯେ କ୍ଷଣିକ,

 ମୁଁ ଯେ ହେଲି ସପନ ବଣିକ,

 ତୁମେ ତ ମୋ ପାଇଁ ମାଣିକ,

 ମୁଁ ଯେ ହେଲି ଗୁଣିକ ଖଣିକ ।୨।


ତୁମ ସୌନ୍ଦର୍ଯ୍ୟ ଯେ ପ୍ରେରକ,

ତୁମ ସ୍ମିତହାସ ଯେ ପ୍ରେମ କାରକ,

ମୁଁ ତ ହେଲି ଉତ୍ତେଜିତ ଯୁବକ,

ମୁଁ ତ ହେଲି ଏବେ ଶାବକ ।୩।


Rate this content
Log in

Similar oriya poem from Romance