Audio

Forum

Read

Contests

Language


Write

Sign in
Wohoo!,
Dear user,
ନୀରବ ଯନ୍ତ୍ରଣା
ନୀରବ ଯନ୍ତ୍ରଣା
★★★★★

© Khirodini Behera

Abstract

1 Minutes   6.4K    5


Content Ranking

ଅବାରିତ ଅଶ୍ରୁ

ଧୁୁୁଅନ୍ତା ଯଦି ମୋ

ଗୋପନେ ଅର୍ଜିତ ପାପ

ଅନାସକ୍ତ ମନ

ପାଛୋଟି ନିଅନ୍ତା

ସବୁତକ ଅଭିଳାଷ ।

ସାଇତି ରଖିଛି

କେତେ ଯେ ଫଗୁଣ

ମିଳନର ଦ୍ୱାହି ଦେଇ

ଯଦି ତୁମେ ଆସ

ଅବଶ ତନୁ ମୋ

ତୁମକୁ ଭେଟନ୍ତା

ବାସ୍ତବକୁ ଠକି ଦେଇ ।

କ୍ଷୀରୋଦିନୀ ବେହେରା ( ସ୍ୱପ୍ନା )

ଭୁବନେଶ୍ୱର

ଅଶ୍ରୁ ଅନାସକ୍ତ ମିଳନ

Rate the content


Originality
Flow
Language
Cover design

Comments

Post


Some text some message..