Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା-୧୭୫
ଜୀବନ ଗୀତା-୧୭୫
★★★★★

© Geeta Sarangi

Others

1 Minutes   6.9K    7


Content Ranking

 

ଜୀବନରେ ପ୍ରେମ
ଏକ ଅବ୍ୟକ୍ତ ଅନୁଭବ
ଏକ ଗଭୀରତମ ଭାବ ॥୦॥

ପ୍ରେମ ଏକା କରିପାରେ
ମୃତ୍ୟୁକୁ ଅସ୍ୱୀକାର
ଅର୍ଥପୂର୍ଣ୍ଣ କରିଥାଏ
ଜୀବନ ଜିଇଁବାର
ଜୀବନରେ ପ୍ରେମ
ଏକ ମାନସିକ ଆବେଗ ॥୧॥

ଅନନ୍ୟ ତା ଆକର୍ଷଣ
କରିଥାଏ ଆକର୍ଷିତ
ଦେହ ମନ ହୃଦୟକୁ
କରିଦିଏ ଉଲ୍ଲସିତ
ଜୀବନରେ ପ୍ରେମ
ଏକ ପରିପୂରକ ଭାବ ॥୨॥

 

 

 

 

 

 

ଜୀବନ ଓଡିଆ

Rate the content


Originality
Flow
Language
Cover design

Comments

Post


Some text some message..