Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୧୭୫

ଜୀବନ ଗୀତା-୧୭୫

1 min
6.9K


 

ଜୀବନରେ ପ୍ରେମ
ଏକ ଅବ୍ୟକ୍ତ ଅନୁଭବ
ଏକ ଗଭୀରତମ ଭାବ ॥୦॥

ପ୍ରେମ ଏକା କରିପାରେ
ମୃତ୍ୟୁକୁ ଅସ୍ୱୀକାର
ଅର୍ଥପୂର୍ଣ୍ଣ କରିଥାଏ
ଜୀବନ ଜିଇଁବାର
ଜୀବନରେ ପ୍ରେମ
ଏକ ମାନସିକ ଆବେଗ ॥୧॥

ଅନନ୍ୟ ତା ଆକର୍ଷଣ
କରିଥାଏ ଆକର୍ଷିତ
ଦେହ ମନ ହୃଦୟକୁ
କରିଦିଏ ଉଲ୍ଲସିତ
ଜୀବନରେ ପ୍ରେମ
ଏକ ପରିପୂରକ ଭାବ ॥୨॥

 

 

 

 

 

 


Rate this content
Log in