କାନ୍ଦିବାକୁ ଚାହେଁ
କାନ୍ଦିବାକୁ ଚାହେଁ
ଆଜି ଯାଏ ମାଆ ମୋର
ହସିନି ମୋ' ଦୁଃଖେ
ହସଉଛି ଜଳି ଜଳି
ପୃଥିବୀର ବକ୍ଷେ ll
ହସ ନୁହେଁ କାନ୍ଦଟିକେ
ଲୋଡ଼ା ମୋ' ଜୀବନେ
ହସିଦେଉ ଶୁଣି କାନ୍ଦ
ମାଆ ଥରେ ମନେ ll
ଫେରିଯିବାକୁ ଚାହେଁ
ସେଇ ଜନ୍ମଦିନେ
ଯେଉଁ ଦିନ ହସିଥିଲା ମାଆ
ମୋ' ଦୁଃଖର କ୍ରନ୍ଦନେ ll
ଆଜି ଯାଏ ମାଆ ମୋର
ହସିନି ମୋ' ଦୁଃଖେ
ହସଉଛି ଜଳି ଜଳି
ପୃଥିବୀର ବକ୍ଷେ ll
ହସ ନୁହେଁ କାନ୍ଦଟିକେ
ଲୋଡ଼ା ମୋ' ଜୀବନେ
ହସିଦେଉ ଶୁଣି କାନ୍ଦ
ମାଆ ଥରେ ମନେ ll
ଫେରିଯିବାକୁ ଚାହେଁ
ସେଇ ଜନ୍ମଦିନେ
ଯେଉଁ ଦିନ ହସିଥିଲା ମାଆ
ମୋ' ଦୁଃଖର କ୍ରନ୍ଦନେ ll