Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

2  

Dr Jharana Satapathy

Others

ହୃଦୟର ଡାକ

ହୃଦୟର ଡାକ

1 min
979


ହୃଦୟର ଡାକ


କାହାକୁ କହିବି ହୃଦୟର କୋହ

ଅଧା ଗଢା ତୁମେ ଦାରୁ ଦିଅଁ

ଶୁଭିବକି ତତେ ଏ ହୃଦୟର ଡାକ

କେତେଗୁହାରି ଶୁଣିବୁ ଜଗତ ଯାକ

ଏ ବିଶ୍ବବ୍ରହ୍ମାଣ୍ଡ ପ୍ରଭୁ ତୋରି ହାତେ

ଯାହା ଇଛା ତାହା କରୁଥା ସତେ


ଡକ୍ଟର ଝରଣା ଶତପଥି

ଭୁବନେଶ୍ବର


Rate this content
Log in