Audio

Forum

Read

Contests

Language


Write

Sign in
Wohoo!,
Dear user,
ଆପଣା ଧନ
ଆପଣା ଧନ
★★★★★

© Bidyutprabha Gantayat

Inspirational

1 Minutes   6.8K    6


Content Ranking

( ହିନ୍ଦୀ ~ପୁଂଜି )

ସାରା ସହର ଖୋଜି ଆସିବା ପରେ

ମୁଁ ଏହି ନିଷ୍କର୍ଷ ରେ ପହଁଚିଲି ଯେ

ଏତେ ବଡ ସହର ରେ

ମୋର ସବୁଠୁ ନିଜସ୍ୱ

' ଆପଣା ଧନ 'ହେଲା ମୋର

ଆତ ଜାତ ହେଉଥିବା

ଶ୍ୱାସ ପ୍ରଶ୍ୱାସ ।


ମୋର ଏହି କ୍ଷୁଦ୍ର ଓ ଏକାନ୍ତ

ଆପଣା ଧନଟି

ମୋ ଛାତି ଭିତରେ ,

ଯାହାକୁ ମୁଁ ପ୍ରତିଦିନ

ଅଳ୍ପ ଅଳ୍ପ କରି

ଖର୍ଚ୍ଚ କରୁ ଥାଏ ।


ମୂଳ ରଚନା . କେଦାର ନାଥ ସିଂ

ଅନୁବାଦ . ଡ଼ ବିଦ୍ୟୁତପ୍ରଭା ଗନ୍ତାୟତ

ଆପଣା ଧନ ସହର ଛାତି

Rate the content


Originality
Flow
Language
Cover design

Comments

Post


Some text some message..