Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Inspirational

2.5  

Bidyutprabha Gantayat

Inspirational

ଆପଣା ଧନ

ଆପଣା ଧନ

1 min
6.9K


( ହିନ୍ଦୀ ~ପୁଂଜି )

ସାରା ସହର ଖୋଜି ଆସିବା ପରେ

ମୁଁ ଏହି ନିଷ୍କର୍ଷ ରେ ପହଁଚିଲି ଯେ

ଏତେ ବଡ ସହର ରେ

ମୋର ସବୁଠୁ ନିଜସ୍ୱ

' ଆପଣା ଧନ 'ହେଲା ମୋର

ଆତ ଜାତ ହେଉଥିବା

ଶ୍ୱାସ ପ୍ରଶ୍ୱାସ ।


ମୋର ଏହି କ୍ଷୁଦ୍ର ଓ ଏକାନ୍ତ

ଆପଣା ଧନଟି

ମୋ ଛାତି ଭିତରେ ,

ଯାହାକୁ ମୁଁ ପ୍ରତିଦିନ

ଅଳ୍ପ ଅଳ୍ପ କରି

ଖର୍ଚ୍ଚ କରୁ ଥାଏ ।


ମୂଳ ରଚନା . କେଦାର ନାଥ ସିଂ

ଅନୁବାଦ . ଡ଼ ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in

Similar oriya poem from Inspirational