ଅନ୍ୟତମା
ଅନ୍ୟତମା
ଆଜି ବି ତୁମେ ମୋ କାହାଣୀର
ଏକ ନୀରବ ବିଶ୍ଲେଷଣ
ହୃଦୟର ଏଇ ଗୋପନୀୟତାରେ
ଅନ୍ୟତମା ସମ୍ଭାଷଣ,
ନିରୁତ୍ତର ରକ ନିଃସଙ୍ଗ ମୁହୂର୍ତ୍ତେ
ନିଚ୍ଛକ ନୀରବ ସତ୍ତା
ଗଭୀର ନିଶୀଥେ ନିଶ୍ୱାସ ଛୁଆଁ
ବାସନାର ବିବଶତା .. ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
ଆଜି ବି ତୁମେ ମୋ କାହାଣୀର
ଏକ ନୀରବ ବିଶ୍ଲେଷଣ
ହୃଦୟର ଏଇ ଗୋପନୀୟତାରେ
ଅନ୍ୟତମା ସମ୍ଭାଷଣ,
ନିରୁତ୍ତର ରକ ନିଃସଙ୍ଗ ମୁହୂର୍ତ୍ତେ
ନିଚ୍ଛକ ନୀରବ ସତ୍ତା
ଗଭୀର ନିଶୀଥେ ନିଶ୍ୱାସ ଛୁଆଁ
ବାସନାର ବିବଶତା .. ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ