Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Others

2  

Abhiram Sahoo

Others

ହୃୃୃୃଦୟ

ହୃୃୃୃଦୟ

1 min
154


ତୁମେ ଯଦି କୁହ ହୃଦୟ ଦେଇ ମୁଁ

ହୃଦୟ ପାଇଲିନାହିଁ

ମୁଁ କହିବି ତୁମ ହୃଦୟ ଦେବାଟା

ଛଳନାର ମଲା ନଈ

ସେ ନଈ କି କେବେ ପ୍ରୀତିରେ ଉଛୁଳି

ଲଂଘିଛି ଦୁଇ କୂଳ

ନାଉରୀ ଗୀତରେ ବାଟବଣା ହୋଇ

ହଜେଇଛି ନିଜ ସୁର

ଯେଉଁ ନଈ କେବେ ହୃଦୟ ହଜେଇ

ହୃଦୟଟେ ଖୋଜିନାହିଁ

ସେ କାହୁଁ ଛୁଇଁବ ପ୍ରେମ‐ପାରାବାର

ଶୁଖିଲା ଧାରଟେ ହୋଇ !



Rate this content
Log in