ବହି
ବହି
ସାରା ଦିନ ବହିମାନେ
ମୁଁହ ମାଡି ଶୋଇଥାନ୍ତି;
ଝର୍କା ଗ୍ରିଲଦେଇ ଯେବେ
ଜହ୍ନ ଓହ୍ଲେଇ ଆସେ
ତର ତର ହୋଇ ଉଠିପଡନ୍ତି।
ଜହ୍ନ ଆଉ ବହି
ଶବ୍ଦର ଯାଦୁଗରୀ ପ୍ରେମର
ବିଭୋର ପଣରେ
ତମାମ ରାତି ମତେ
ଭିଜୋଉଥାନ୍ତି..
ସାରା ଦିନ ବହିମାନେ
ମୁଁହ ମାଡି ଶୋଇଥାନ୍ତି;
ଝର୍କା ଗ୍ରିଲଦେଇ ଯେବେ
ଜହ୍ନ ଓହ୍ଲେଇ ଆସେ
ତର ତର ହୋଇ ଉଠିପଡନ୍ତି।
ଜହ୍ନ ଆଉ ବହି
ଶବ୍ଦର ଯାଦୁଗରୀ ପ୍ରେମର
ବିଭୋର ପଣରେ
ତମାମ ରାତି ମତେ
ଭିଜୋଉଥାନ୍ତି..