Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranita Swain

Others

2  

Ranita Swain

Others

ତୁମ ସହର ମୋ ଗାଆଁ

ତୁମ ସହର ମୋ ଗାଆଁ

1 min
6.8K


ତୁମ ସହରଟା ବହୁତ ଚାକଚକ୍ୟ ସିନା

ମୋ ଗାଁ କିନ୍ତୁ ଖୁବ୍ ସୁନ୍ଦରୀ

ତୁମ ସହରକୁ ନେଇ ଥରେ ଆମ ଗାଁକୁ ଆସ

ଯଦି ସେ ସହରଟା

ମୋ ଗାଁ ପ୍ରେମରେ ନ ପଡିଛି,

ତାହେଲେ ମୋତେ କହିବ

ତୁମେ ଡରି ଗଲ କି?

ହା ହା,,,ଶୁଣ

ମୋ ଗାଁ ଝିଅ ମାନେ ବି ଭାରି ଚୁଲୁବୁଲି

କିଏ ଜାଣେ ତୁମେ ବି ଅଟକି ଯାଇ ପାର

ସବୁ ଦିନ ପାଇଁ।

ରନିତା


Rate this content
Log in