Audio

Forum

Read

Contests

Language


Write

Sign in
Wohoo!,
Dear user,
ବାଜୁଛି ବାଜିବ ଏଇ ବଂଶୀ ସଦା
ବାଜୁଛି ବାଜିବ ଏଇ ବଂଶୀ ସଦା
★★★★★

© Puspita Dash

Inspirational

1 Minutes   6.6K    6


Content Ranking

ବାଜୁଛି ବାଜିବ ଏଇ ବଂଶୀ ସଦା

ହୃଦ କନ୍ଦରରେ ତୋର,

କାହ୍ନୁ ବି ଆସିବେ ନିତ୍ୟ ରାସ ରଚି

ଯିବା ଯାଏ ସ୍ବର୍ଗଦ୍ବାର।।


ସବୁରି ହୃଦୟେ ଏ ବଂଶୀ ବାଜୁଛି

ଜାଣିବି ଅଜଣା ଆମେ,

ମିଥ୍ୟାର ବନ୍ଧନ ଚକ୍ଷୁରେ ବାନ୍ଧିଛୁ

ବୁଝିବାକୁ ହେବ ଦିନେ।।

ବଂଶୀ ମିଥ୍ୟା ଚକ୍ଷୁ

Rate the content


Originality
Flow
Language
Cover design

Comments

Post


Some text some message..