Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

5.0  

Minakshi Samal

Others

ସ୍ବପ୍ନ

ସ୍ବପ୍ନ

1 min
727


*** ସ୍ବପ୍ନ ***


କହନ୍ତି: ସ୍ବପ୍ନ କେବେ ସତ ହୁଏନା

ମୁଁ କହେ କିଛିସ୍ବପ୍ନ ନିଶ୍ଚୟ ସତ ହୁଏ।


କହନ୍ତି: ଦିବାସ୍ବପ୍ନ ଦେଖିବା ମନା

ମୁଁ କହେ ଦିବାସ୍ବପ୍ନ ଦେଖିଲେ ତ

ସ୍ବପ୍ନ କୁ ସାକାର କରିବା ସମ୍ଭବ।


କହନ୍ତି: ଭୋର ସମୟର ସ୍ବପ୍ନ ସତହୁଏ

ମୁଁ କହେ ତାହା ଆମ

ଅବଚେତନ ମନର ଅଭିବ୍ୟକ୍ତି।


ଗଭୀର ନିଦ୍ରାରେ ସ୍ବପ୍ନର ସୃଷ୍ଟି

ଅଥବା

ସ୍ବପ୍ନ ଯୋଗୁଁ ଗଭୀର ନିଦ୍ରାରେ

ମଗ୍ନ ହୁଏ ମାନବ

ମୁଁ କହେ ସେଇ ସ୍ବପ୍ନଟି ଶ୍ରେଷ୍ଠ

ଯାହା କେବେ ମାନବକୁ

ଶୋଇବାକୁ ଦିଏନା।


*** ମିନାକ୍ଷୀ ସାମଲ ***


Rate this content
Log in