Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Others

3  

Sasmita Acharya

Others

ପ୍ରୟାସ - ନୂଆ ଏକ ଜୀବନର

ପ୍ରୟାସ - ନୂଆ ଏକ ଜୀବନର

1 min
6.7K


ଆସ

ଆଉ ଥରେ ଗଢିବା

ନୂଆ ସଂପର୍କଟିଏ,

ଲିଭେଇବା ଆଗରୁ ସେ ବିଶ୍ଵାସର ପ୍ରଦୀପଟିକୁ

ହାତ ମିଳେଇବା ପୁଣି ଥରେ ବନ୍ଧୁତାର ଭାବନାରେ ||

ଅଜଣା ହୋଇଯିବା ସେଇ କିଛି ଆବିଳତା ପୂର୍ଣ୍ଣ ସ୍ଵାର୍ଥ ସଂପର୍କ ପାଖରୁ ,

ବଦଳାଇ ଦେବା ସେଇ ମାନ ଅଭିମାନର ପରିଚୟକୁ ||

ଯଦି ପୁଣି ଥରେ ଭେଟ ହୁଏ

ଏଇ ଜଣା ଅଜଣା ସଂସାର ବାଟରେ

ଆଉ ଥରେ ଯୋଡି ହେବା ନୂତନ ବନ୍ଧନର ସୂତାଖିଅରେ,

ଯୋଉଠି ଥିବ ଖାଲି ବିଶ୍ଵାସ ସ୍ନେହ ପ୍ରେମ

ନ ଥିବ କିଛି ଅବିଶ୍ଵାସ ପ୍ରାପ୍ତି ଅପ୍ରାପ୍ତିର ଅବଶୋଶ

ପ୍ରୟାସ କରିବା ନୂଆ ଏକ ଜୀବନ ପାଇଁ ବାନ୍ଧି ହୋଇ

ବନ୍ଧୁତାର ଅଛିଣ୍ଡା ଡୋରୀରେ ||


Rate this content
Log in