କବିତା
କବିତା
1 min
1.3K
"ମହୁଠାରୁ ତୁମ ହସ ଲାଗେ ଅାହୁରି ମିଠା
ମୋ ଜୀବନଠାରୁ ତୁମ ଲୁହ ଆହୁରି ଦାମିକା
ତୁମର ଆଖିରୁ ଝରିଗଲେ ଲୁହ ଟୋପେ
ମୋ ହୃଦୟରେ ଆସେ ଝଡ଼ କେତେ".........
ପ୍ରମିଳା ସାହୁ