Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ନଉକା
ଜୀବନ ନଉକା
★★★★★

© Bauribandhu Lenka

Inspirational

1 Minutes   6.3K    2


Content Ranking

ଜୀବନ ନଉକା ଭାସି ମୋ ଚାଲିଛି

   ନାହିଁ ତା ଆହୁଲା କାତ

ବୁଡିବ,କି କୂଳେ ଲାଗିବ ସେ କଥା

   ଜାଣ ତୁମେ ଜଗନ୍ନାଥ

       ॥୦॥

କି ବିଚିତ୍ର ମାୟା ମୋହେ ଗ୍ରସ୍ତ ଏହି

    ଜୀବନର ଅନୁଭବ

ବଞ୍ଚିବାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ

   ଛାଡି ମୁଁ ପାରୁନି ଲୋଭ

ସବୁ ବିଚିତ୍ରତା ପଛରେ ରହିଛି

   ତୁମରି ଅଦେଖା ହାତ

ଜୀବନ ନଉକା ଭାସି ମୋ ଚାଲିଛି

   ନାହିଁ ତା ଆହୁଲା କାତ

       ॥ ୧ ॥

ଜୀବନ ନଉକା ଶେଷ ମାୟା

Rate the content


Originality
Flow
Language
Cover design

Comments

Post


Some text some message..