Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bauribandhu Lenka

Inspirational

5.0  

Bauribandhu Lenka

Inspirational

ଜୀବନ ନଉକା

ଜୀବନ ନଉକା

1 min
6.4K


ଜୀବନ ନଉକା ଭାସି ମୋ ଚାଲିଛି

   ନାହିଁ ତା ଆହୁଲା କାତ

ବୁଡିବ,କି କୂଳେ ଲାଗିବ ସେ କଥା

   ଜାଣ ତୁମେ ଜଗନ୍ନାଥ

       ॥୦॥

କି ବିଚିତ୍ର ମାୟା ମୋହେ ଗ୍ରସ୍ତ ଏହି

    ଜୀବନର ଅନୁଭବ

ବଞ୍ଚିବାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ

   ଛାଡି ମୁଁ ପାରୁନି ଲୋଭ

ସବୁ ବିଚିତ୍ରତା ପଛରେ ରହିଛି

   ତୁମରି ଅଦେଖା ହାତ

ଜୀବନ ନଉକା ଭାସି ମୋ ଚାଲିଛି

   ନାହିଁ ତା ଆହୁଲା କାତ

       ॥ ୧ ॥


Rate this content
Log in