Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Trilochan Sahoo

Inspirational

3  

Trilochan Sahoo

Inspirational

ନିସ୍ତାର

ନିସ୍ତାର

1 min
6.8K


ହାରିବା ଜିତିବା ବିଧାତାର ଖେଳ

କିଏ ଜିତେ କିଏ ହାରେ

ବିଚରା ମଣିଷ ବୁଝି ପାରେ ନାହିଁ

ମରିବା ପାଇଁ କି ବଞ୍ଚେ ।


ଦୁଃଖ କର ନାହିଁ,

କିଏ ବି ଜାଣିଛି

କାହାକୁ ମିଳିବ ମେଞ୍ଚେ ପୁଣି ଏଠି

କାହାକୁ ମିଳିବ କେଞ୍ଚେ

ବିଚରା ମଣିଷ

ବୁଝିପାରେ ନାହିଁ

ମରିବା ପାଇଁ କି ବଞ୍ଚେ ।


Rate this content
Log in