Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

2  

Niranjan Sahu

Others

କ୍ୟାମେରା ମେନ ବିଚରା

କ୍ୟାମେରା ମେନ ବିଚରା

1 min
6.8K


ରେଡି....

ୱାନ....

ଟୁ...

ଥ୍ରୀ....

ସ୍ମାଇଲ... ପ୍ଲିଜ...

ଏତ ଏକ କ୍ୟାମେରା ମ୍ୟାନର ନିତିଦିନିଆ କାମ....

କିନ୍ତୁ..ସେଇ କିଛି ସମୟରେ..

ଆମର ସ୍ମୃତିକୁ ବାନ୍ଧି ରଖିଦିଏ...

ଆଉ ଯଦି ସେ ସ୍ମୃତି ...

କେବେ ହାତରେ ପଡ଼ିଯାଏ ନା...

ଦେହରେ ଶିହରଣ ସୃଷ୍ଟି ହୁଏ..

ଆଉ ମନେ ପଡିଯାଏ ଅତୀତ କଥା...

ମନରେ ପ୍ରଶ୍ନ କିଛି ଗୁଞ୍ଜରିତ ହୁଏ..

ସତରେ ମୁଁ କ’ଣ ଏମିତି ଥିଲି..

ସତରେ ସେ ସମୟ କେତେ ଭଲ ଥିଲା..

ଆଉ ଫେରିବନି....

କିନ୍ତୁ ତାହାକୁ ମନେ ପଡେନି..

ଯିଏ କି ଦିନେ ତୁମ ମୁହଁରେ..

ହସ ଟିକିଏ ଫୁଟେଇବାକୁ..

ଅନୁରୋଧ କରିଥିଲେ...

ଏହା କହି ଯେ...

ସ୍ମାଇଲ ପ୍ଲିଜ....

ବିଚରା.........


Rate this content
Log in