Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Tragedy Others

2  

ଵଳରାମ ତରାଈ

Tragedy Others

ଏମିତି ଏ ପ୍ରେମ

ଏମିତି ଏ ପ୍ରେମ

1 min
3.2K


ସାଗରର ଢେଉ ସାଥେ ଖେଳ

ଯେମିତି ହୋଲି ରଙ୍ଗ ଖେଳ

କ୍ଷଣକେ କଚାଡିଲା ବେଳାଭୂମି

ସବୁ କିଛି ହେଲା ଗୋଳମାଳ ।

ହାତେ ଥିଲା ମୋର ଦୁଇ ମୁଠା ବାଲି

ତମେ କୁଆଡେ ଯାଇଛ ଚାଲି

ନିରବତା ମୋର ଜଳାଇ ଚାଲିଛି

ଅବରୁଦ୍ଧ କଣ୍ଠ ମୋର ଜଳେଇ ଦେଲ ।

କିପରି କହିବି ତୋତେ ମୁଁ ଜଳୁଛି

ଏ କ୍ଷଣରେ ଗଢି ଥିଲି ସ୍ବପ୍ନରେ କିଛି

ମୁହୂର୍ତ୍ତକେ ଉଭେଇ ଗଲା କୁହୁଡିର

ଧୂଆଁ ଭଳି ସବୁ ମୋର କିଛି ।

ପ୍ରେମର ପରସ ଯେଉଁଠି ପ୍ରୀତିର

ପ୍ରାଚୀର ସେଇଠି ଅଛି

ଜନ୍ମରେ ଯେମିତି ଆକାଶରେ ଦିଶେ

ତମ ମୁହଁଟା ଦିଶୁଛି ।

ରହି ପାରନ୍ତା କି କାହାର ସ୍ମୃତି ତମ

ପ୍ରେମ ଦହନରେ ଯଦି ଜଳନ ନାହିଁ

କାହିଁକି ପଡନ୍ତା ମନ ଆଉ ହୃଦୟ

ବଳି ପଡି ଯିବି ମୁହଁ ।


Rate this content
Log in

Similar oriya poem from Tragedy