Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଭିନ୍ନ ପୃଥିବୀରେ ବଞ୍ଚି ଚାଲି ଥିବାଏକ ପାଗଳ । କାଶ୍ୟପ ।

ଭିନ୍ନ ପୃଥିବୀରେ ବଞ୍ଚି ଚାଲି ଥିବାଏକ ପାଗଳ । କାଶ୍ୟପ ।

1 min
13.5K


ସେ ଥିଲା............ ସବୁ ସମ୍ପର୍କର ସମୀକ୍ଷାର ବେଳେ, ଅନ୍ତରାତ୍ମା ସମାନ୍ନା ରେ ଆସି ଠିଆ ହେଲା ପଚାରିଲା , ପ୍ରଶ୍ନ ? ତୋ ସୃଷ୍ଠି ର ରହସ୍ୟ କଣ ? (୧)

ନିରୁତ୍ତର ପ୍ରାୟ ଚାଲିଲା ହୃଦୟ ଆଉ ବିବେକର ଅନ୍ତରଦ୍ୱନ୍ଧୄ ଆଉ ଆତ୍ମ ବିସ୍ଳେଶଣ, ଧର୍ମ, ତର୍କ,ନିତି,ନ୍ୟାୟ, ସବୁ ଶାସ୍ତ୍ରର ତର୍ଜମା ନିଷ୍କର୍ଷ ଗୋଟିଏ ସତ୍ୟ କର୍ମରେ ପ୍ରେମ, ନେତୃତ୍ବରେ ପ୍ରେମ, ସେବାରେ ପ୍ରେମ ଉତ୍ତକୃଷ୍ଟତା ଶିଖରରେ ଜୀବନ । (୨)

ଦେଖିଲି ! କାନ୍ଦୁଛି , ମୋ ମାଟି, ମୋ ଭଷା, ମୋ ସଂସ୍କୃତି, କାହାକୁ ପାଦେ ଆଗକୁ ବଢ଼ିବାକୁ ପଡିବ, ସେ ବ୍ୟକ୍ତି ମୁଁ ନ ହେବି କାହିଁକି ? (୩)

ଅତଳ ସାଗର ଗର୍ଭରେ ଖୋଜିବାକୁ ବାହାରିଲି ଶାମୁକା ଭିତରୁ ମୋତି, ଦେଖିଲି !ତିମି ମଗରଙ୍କ ଘର, ମୋ ଆବେଗ କୁ ଶୁଣିବାକୁ କେହି ନାହାନ୍ତି , ମୋ ଧ୍ୱନି ପ୍ରତିଧ୍ବନି ରେ ବିବର୍ତିତ କିଛି ବୁଝିଲେ,କିଛି ବୁଝି ଚୁପ ରହିଲେ ଆଉ କିଛି ତାଛଲ୍ୟଭରା କଣ୍ଠ ରେ କହିଲେ ବଦ୍ଧ ପାଗଳ । (୪)

ଅନେକ ଭାବିପିଡି ଆଦରିନେଲେ କିଛି କଲେ ଅଶ୍ରୀବାଦ,କିଛି ପ୍ରତାରଣା କିଛି ସମାଲୋଚନା କିଛି ପ୍ରେରଣା, କିଛି ପାର୍ଥ ଆଉ କିଛି ସାରଥୀ କିଛି କର୍ଣ୍ଣ, କିଏ କହିଲା,ଛାଡ ଏ ପାଗଳାମୀ ତମ ମସି କରୁଛି ମତେ ମର୍ମାହତ, ସାହିତ୍ୟ ପୋଛି ପାରିଛି କି ? କେବେ କାହା ଆଖିର ଲୁହ , ଭୋକିଲା କୁ ଦେଇପାରିଛି କି ? ମୁଠାଏ ଭାତ ,, ତମରି ଏଥର ଦରକାର ଡାକ୍ତରୀ ମଇନା ତମେ ତ ଏମିତି ବନି ଗଲଣି ଯେମିତି ଅମଣିଷଙ୍କ ଗହଣ ରେ ଖୋଜୁଥିବା ଠିକ ତମଭଳି ସୃଷ୍ଟିର ବୈଚିତ୍ର ଭିନ୍ନ ପୃଥିବୀରେ ବଞ୍ଚି ଚାଲିଥାବ ଏକ ପାଗଳ । (୫)

ରାମ ପ୍ରସାଦ ବିଶୋଇ,, ତା-୦୩-୦୫-୧୬ ସମୟ ରାତ୍ର -୧୨-୧୯ ମିନିଟ ରାୟଗଡ଼ା ।


Rate this content
Log in