Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

puspalata samantary

Inspirational

4.9  

puspalata samantary

Inspirational

ସୁଖଦ ବାଦ୍ଧର୍କ୍ୟ

ସୁଖଦ ବାଦ୍ଧର୍କ୍ୟ

1 min
595


ବାଲ୍ୟ ଓ କୈଶୋର ଯୌବନ ବାଦ୍ଧର୍କ୍ୟ

ଏହା ତ ଈଶ୍ବର ଦତ୍ତ,

ଜୀବନ ଯୌବନ ଜରା ବ୍ୟାଧି ସବୁ

ଏ ତ ପ୍ରକୃତି ପ୍ରଦତ୍ତ।

ଜୀବନରଏହି ଧାରାକୁ ଗ୍ରହଣ

କରିବା ନିଶ୍ଚିତ ପ୍ରଥା,

ସମୟର ସଙ୍ଗେ ବୟସ ବାହୁଡେ

ସେ ପାଇଁ ନପାଅ ବ୍ୟଥା।

ସଂଯମ ତା ମନ ବୁଝାମଣା ଜ୍ଞାନ

ବାଦ୍ଧର୍କ୍ୟ ଛୁଇଁ ନଥାଏ,

ଖାଦ୍ୟ ଓ ପାନୀୟ ସମ ଏହି ଧାରା

ଜୀବନ ତ ପହଞ୍ଚାଏ।

ଶାରୀରିକ ଆଉ ମାନସିକ ସ୍ତରେ

ତାହାକୁ ସ୍ୱାଗତ କରି,

ବାଦ୍ଧର୍କ୍ୟ କଷ୍ଟ କୁ ଛୁଇଁବନି ମନ

ଯିବ ସେହୁ ଅପସରି।


Rate this content
Log in

Similar oriya poem from Inspirational