Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Comedy

4.8  

ବି. ନିରୁପମା

Comedy

ସୁଧୁରି ଯାଆ

ସୁଧୁରି ଯାଆ

1 min
489



ରହ ବାଡ଼ିପୋଡ଼ା ଦେଉଛି ତୋତେ ,

କଣେଇ କଣେଇ ଚାହୁଁଛୁ ମୋତେ ।


ନିଇତି ପଛରେ ଗୋଡ଼ାଉ ଅଛୁ ,

ଆଜି ଆଣି କରି ଫୁଲ ଦେଉଛୁ !!


ଦୁଇଟା ଛୁଆର ମାଆ ମୁଁ ପରା ,

ଜାଣି କି ଅଜଣା ହେଉ ଛୋପରା ।


ମୋତେ କହୁଅଛୁ ସୁନ୍ଦରୀ ବୋଲି ,

ଘରଣୀକୁ ତୋର କହିବି ଖୋଲି ।


ଚିହ୍ନିନାହୁଁ ମୋତେ ଅଳପେଇଷା ,

ପଡ଼ିଅଛି ନିଶ୍ଚେ ତୋ ରାହୁଦଶା !


ଆଉ କେବେ ଯଦି ଚାହିଁବୁ ବୁଲି ,

ଭଲକି ପିଟିବି ଜୋତାକୁ ଖୋଲି ।


କହୁଛି ଆଜିଠୁ ସୁଧୁରି ଯାଆ ,

ନାରୀଙ୍କୁ ଭାବିବୁ ଭଉଣୀ,ମାଆ ।



Rate this content
Log in

Similar oriya poem from Comedy