Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ସବୁ ଜାଣିଶୁଣି

ସବୁ ଜାଣିଶୁଣି

1 min
6.6K


❀✿ ସବୁ ଜାଣିଶୁଣି ✿❀

ନା ରୂପ ନା ରଙ୍ଗ
ନା ଗୁଣ ନା ଗ୍ରାମ
ନା ଧନ ନା ଜନ
ନା ଶାନ୍ତ ନା ଶୁଦ୍ଧ
କିଛିରେ ମୁଁ ସରିନୁହଁ ତୁମର,

ତଥାପି ବି
ଭଲପାଅ ପ୍ରିୟା
କୁହ ମୋ ହୃଦୟଟା ଖୁବ୍ ପରିଷ୍କାର ।

ସତକଥା ଏୟା ତ -
ନା ହୃଦୟ - ଫୃଦୟ
ନା ପରିଷ୍କାର - ଫରିଷ୍କାର
ମୋ ପ୍ରେମ ଆଗେ -
ଫିକା ଆଉ ସଭିଙ୍କର ।।

ନା ରୂପ ନା ରଂଗ .....
.....ସରିନୁହଁ ତୁମର
ସବୁ ଜାଣି - ଶୁଣି -
ଏମିତି ଭଲପାଉ ଥାଅ ପ୍ରିୟା ମୋର ।।

- ଅମିୟ 


Rate this content
Log in