Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମହାନଦୀ ତୋର ପାଣି
ମହାନଦୀ ତୋର ପାଣି
★★★★★

© Bauribandhu Lenka

Inspirational Others

1 Minutes   6.9K    5


Content Ranking

ମହାନଦୀ ତୋର ପାଣି

ଛତିଶଗଡ଼ ଓ ଓଡିଶା ମଧ୍ୟରେ

କଳି ମଞ୍ଜି ଦେଲା ବୁଣି ।

 ଛତିଶଗଡର କନ୍ୟା ପରା ତୁହି

ଉତ୍କଳ ରାଜ୍ୟର ବଧୂ ।.

ତୋର ପାଣି ପାଇଁ ଦୁଇ ରାଜ୍ୟ ମଧ୍ୟେ

କଟିଯିବ କଣ ବନ୍ଧୁ ?

 ବିବାହ ସରିଲେ କନ୍ୟା କଣ କେବେ

ବାପଘରେ ଅଟକଇ ।

କନ୍ୟା ପିତା ଯଦି ଚାହୁଁଛନ୍ତି କିଛି

ସମୁଦିଙ୍କୁ ଭେଟ ଯାଇ ॥

 ଦୁଇ ସମୁଦିଏ ଏକାଠି ବସିଲେ

ହେବ ସିନା ସମାଧାନ ।

ଅଯଥା କାହିଁକି ଦୁଇ ରାଜ୍ୟେ ଚାଲେ

ରାଜନୀତି ପ୍ରବଚନ ॥

 (ମହାନଦୀର ଜଳକୁ ନେଇ ଛତିଶଗଡ ଓ ଓଡିଶା ମଧ୍ୟରେ ଲାଗିଥିବା ବିବାଦର ପୃଷ୍ଠଭୂମି ଉପରେ ଏହି

କବିତା ରଚିତ ।)

ମହାନଦୀ ପାଣି ଛତିଶଗଡ଼

Rate the content


Originality
Flow
Language
Cover design

Comments

Post

Some text some message..