Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational Others

4.8  

Bauribandhu Lenka

Inspirational Others

ମହାନଦୀ ତୋର ପାଣି

ମହାନଦୀ ତୋର ପାଣି

1 min
7.0K


ମହାନଦୀ ତୋର ପାଣି

ଛତିଶଗଡ଼ ଓ ଓଡିଶା ମଧ୍ୟରେ

କଳି ମଞ୍ଜି ଦେଲା ବୁଣି ।

 ଛତିଶଗଡର କନ୍ୟା ପରା ତୁହି

ଉତ୍କଳ ରାଜ୍ୟର ବଧୂ ।.

ତୋର ପାଣି ପାଇଁ ଦୁଇ ରାଜ୍ୟ ମଧ୍ୟେ

କଟିଯିବ କଣ ବନ୍ଧୁ ?

 ବିବାହ ସରିଲେ କନ୍ୟା କଣ କେବେ

ବାପଘରେ ଅଟକଇ ।

କନ୍ୟା ପିତା ଯଦି ଚାହୁଁଛନ୍ତି କିଛି

ସମୁଦିଙ୍କୁ ଭେଟ ଯାଇ ॥

 ଦୁଇ ସମୁଦିଏ ଏକାଠି ବସିଲେ

ହେବ ସିନା ସମାଧାନ ।

ଅଯଥା କାହିଁକି ଦୁଇ ରାଜ୍ୟେ ଚାଲେ

ରାଜନୀତି ପ୍ରବଚନ ॥

 (ମହାନଦୀର ଜଳକୁ ନେଇ ଛତିଶଗଡ ଓ ଓଡିଶା ମଧ୍ୟରେ ଲାଗିଥିବା ବିବାଦର ପୃଷ୍ଠଭୂମି ଉପରେ ଏହି

କବିତା ରଚିତ ।)


Rate this content
Log in

Similar oriya poem from Inspirational