ମାଆ ବିରଜା
ମାଆ ବିରଜା
1 min
6.4K
ଜନନୀ ମୋର ସେହ୍ନମୟୀ ମା ବିରଜା ତୁହି
ତୋର ଆଶୀର୍ବାଦ ମୋ ପାଇଁ ଶ୍ରେଷ୍ଠ
ତତେ ଛାଡ଼ି ରହିହୁଏ ନାହିଁ ସତ
ତୋହରି ପାଇଁ ମନରେ ଅନେକ ସପ୍ନ
ମୋ ଜୀବନ ହେଲା ଧନ୍ୟ
ଏହି ପବିତ୍ର ସ୍ଥାନରେ ମୋର ଜନ୍ମ
ପୂଜା କରୁଥିବି ସବୁଦିନିଆ
ଜୀବନ ଶେଷ ସମୟ ଥିବା ଯାଏ
ତୋହରି କରୁଣାର ଜଗତରେ
ମୁଁ ଗୋଟାଏ ଦିଗହରା ପଥିକ ଟିଏ
ଦେଖି ଦେଲେ ମୁହଁକୁ ତୋହରି
ଖୁସି ରେ ଝରିଯାଏ ଆଖିରୁ ଲୁହ
ସାତ ଜନ୍ମ ପାଇଁ ଏଠି ହଉ ଜନମ
ମୋର ଆଉ ନାହିଁ କିଛି ଅଭିଯୋଗ.......
ପ୍ରମିଳା ସାହୁ