Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Inspirational

3  

Raja Sekhar CH V

Inspirational

ଲେଖନୀ

ଲେଖନୀ

1 min
407


ଲେଖନୀର ସାହାଯ୍ୟରୁ ମିଳେ ବିଭିନ୍ନ ବିବିଧ ଲେଖା,

ରସଲେଖା ହେଲେ ବଦଳିଯାଏ ଲେଖକର ଜୀବନରେଖା |୧|


କବି ଦେଇ ପରେ ନିଜ ସୃଜନକୁ ରୂପ,

ସଂସାର କୁ ଲେଖନୀ ଜଣାଏ କବିର ମନର ସ୍ୱରୂପ |୨|


କଲମ ନୁହେ କେବଳ ଯନ୍ତ୍ର,

ତାହା ଦ୍ୱାରା ସୃଷ୍ଟି ହୋଇପାରିବ ସମଗ୍ର ତନ୍ତ୍ର |୩|


କଲମ ବିନା ପରୀକ୍ଷାର୍ଥୀ ଲେଖିପାରିବେ ନାହିଁ ପରୀକ୍ଷା,

ତାହା ଦ୍ୱାରା ନିରୀକ୍ଷକ କରି ପରେ ସମସ୍ତ ସମୀକ୍ଷା |୪|


କଲମ ଦିଏ ବାସ୍ତୁବିଦ୍ୟାବିତ୍ ର ଚିନ୍ତାକୁ ଆକାର,

ନୂଆ ନୂଆ କୋଠା ଅଟ୍ଟାଳିକାର ରୂପରେଖ ଦିଅନ୍ତି ତାଙ୍କୁ ଅହଙ୍କାର |୫|


ଲେଖନୀ ବିନା ଦୁନିଆ ନୁହେଁ ସମ୍ପୂର୍ଣ୍ଣ,

କଲମ ଦେଇଥିବା ପୁରୁଣା ଜ୍ଞାନରୁ ଗବେଷକଙ୍କ ମେଧା ହୁଏ ପରିପୂର୍ଣ୍ଣ |୬|


Rate this content
Log in

Similar oriya poem from Inspirational