Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Thriller Others

3  

Pranati Mahapatra

Thriller Others

ସୃଷ୍ଟିର ଗୋଲକ ଧନ୍ଦା

ସୃଷ୍ଟିର ଗୋଲକ ଧନ୍ଦା

1 min
175


ଗୋଟିଏ ବୃନ୍ତର ଦୁଇଟି ପାଖୁଡ଼ା

ଜଣେ ଆନ ପ୍ରେମେ ବନ୍ଧା,

କେହିତ କାହାକୁ ନ ଛାଡନ୍ତି କ୍ଷଣେ

ଦୁହେଁ ଦୁଇ ଦେହେ ଛନ୍ଦା।

ଦୁଇଟି ଶରୀର ଆତ୍ମା ତ ଗୋଟିଏ

କରିଛି ସୃଷ୍ଟି ବିଧାତା,

ଏମିତି ବନ୍ଧନ ଏ ଧରାଧାମରେ

ନିଜେ ବନ୍ଧା ସୃଷ୍ଟିକର୍ତ୍ତା।

ଶିବଶକ୍ତି ଠାରୁ ବିଷ୍ଣ ଲକ୍ଷ୍ମୀ ପୁଣି

ରାଧାକୃଷ୍ଣଙ୍କର ଲୀଳା,

କେଦାର ଗୌରୀ ଲୈଲା ମଜ୍ ନୁ

ତାଜମହଲ ଭଳି କଳା।

ଅଜଣା ଅଶୁଣା ଅଦେଖା ଜୀବନ

କ୍ଷଣେ ପଡିଥାଏ ବନ୍ଧା,

ଏମିତି ଡୋରରେ ବାନ୍ଧି ହୋଇଯାନ୍ତି

ଏ ବଡ଼ ଗୋଲକ ଧନ୍ଦା।


Rate this content
Log in

Similar oriya poem from Thriller