କବିତା
କବିତା
1 min
1.3K
ଅମାନୀୟା ଲୁହ ମାନେନା ସେ କିଛି
ଅଦିନ ବର୍ଷା ପରି ଯାଏ ସେ ବରଷି
ମନର ଭାବ ପ୍ରକାଶକରିବା ପୂର୍ବରୁ ଓଠ ପିଇଯାଏ ଲୁହ
ଯେମିତି ସେ ମନର ଭାବ ବୁଝିପାରିଲା
ଆଖିରେ ଶ୍ରାବଣଧାରା ହେଇ ବରଷିଗଲା
ଲୁହ ପିଇଗଲା ଓଠ ସତ
ମନର ଦୁଃଖ ନେଇପାରିଲା ନାହିଁ.............
ପ୍ରମିଳା ସାହୁ