Audio

Forum

Read

Contests

Language


Write

Sign in
Wohoo!,
Dear user,
ବର୍ଷା
ବର୍ଷା
★★★★★

© Ram Prasad Bisoi

Others

1 Minutes   7.0K    6


Content Ranking

ବର୍ଷା-----------------!

ତମେ ଆସିଗଲା, ସତେ ଯେମିତି ଫେରି ଆସିଲା ମୋ ଯୌବନ, ତୁମୋ ସ୍ପର୍ଶରେ ଭିଜି ଗଲା ମାଟି, ଆକାଶ, ପୁଲକିତ ହେଲା, ସବୁଜିମାର ସବୁଜ ଶାଡି ପିନ୍ଧିଲା ପ୍ରକୃତି, ଗ୍ରୀଷ୍ମର ଚାତକ ନିର୍ଭୟରେ ଉଡ଼ିବୁଲିଲା ଆକାଶର ଛାତି ଚିରି, ବର୍ଷା-ରହିଗଲେ ହୁଅନ୍ତା ନି କାଳ କୁ କରି ଆକଟ ସାଜନ୍ତା ନି କି ? ଜୀବନ !!  ଏଠ" ବର୍ଷା ବୈଶାଳୀ" ।

@କାଶ୍ୟପ, ସନ୍ଧ୍ୟା-୬ ଟା ତା-୦୯-୦୭-୧୬, ରାୟଗଡ଼ା

ବର୍ଷା-----------------!

Rate the content


Originality
Flow
Language
Cover design

Comments

Post


Some text some message..