Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ସୁନ୍ଦର ସଦନ

ସୁନ୍ଦର ସଦନ

1 min
229



କୋଠା ଅଟ୍ଟାଳିକା ହୁଅନ୍ତି ସୁନ୍ଦର ସଦନ,

ଯେଉଁଠି ପରସ୍ପର ଭାବେ କୁଟୁମ୍ବ ସଭ୍ୟ କରନ୍ତି ସସ୍ନେହର ଆସ୍ଵାଦନ |୧|


ଘର ନୁହେଁ କେବଳ ଇଟା ପଥରର ନିର୍ମାଣ,

ଘର ହୁଏ ପ୍ରେମ ବିଶ୍ୱାସ ସହ ନିର୍ମାଣ |୨|


ସମସ୍ତ ପରିବାର ସଦସ୍ୟଙ୍କର ଥାଏ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ,

ନିଜ ନିଜ କାମରେ ବାନ୍ତି ଚାଲନ୍ତି ସୌହାର୍ଦ୍ଦ୍ୟ |୩|


ବୋଉ ରା଼ନ୍ଧାନ୍ତି ପିଲାଙ୍କ ପାଇଁ ଖାଦ୍ୟ,

ନିରନ୍ତର କାମ କରି ଚାଲିବା ଯେ ମାତାଙ୍କ ଔଦାର୍ଯ୍ୟ |୪|


ସନ୍ତାନର ଧ୍ୟାନ ନିଅନ୍ତି ପିତା,

ଜଣାନ୍ତି ଯେ ଜୀବନ ଏକ ପ୍ରତିଯୋଗିତା |୫|


ଘରେ ଶୁଣିବାକୁ ମିଳେ ଜେଜେମା ଜେଜେବାପାଙ୍କ କାହାଣୀ,

ଘରେ ବେଳେ ବେଳେ ଶୁଣିବାକୁ ମିଳେ ଅଜା ଆଈଙ୍କ କାହାଣୀ |୬|


ଭାଗ୍ୟରେ ଥିଲେ ମିଳେ ସୁନ୍ଦର ସଦନ.

ପୂଜା ଘରେ ଆରାଧନା ପାଆନ୍ତି ଭଗବାନ ମଧୁସୂଦନ |୭|


Rate this content
Log in