କପଟ
କପଟ
1 min
1.1K
କପଟ କରିଣ ପ୍ରଭୁ ନାରାୟଣ
ଅଭିଶାପରେ ପାଷାଣ
କପଟ କରିଣ ମହାଯୋଦ୍ଧା କର୍ଣ୍ଣ
କପଟେ ଦେଲେ ଜୀବନ
କପଟ କରିଣ କେହି କେବେ ହେଲେ
ସିଦ୍ଧି ଲାଭ କରେ ନାହିଁ
ସାମୟିକ ସୁଖ ପାଇବା ଲୋଭରେ
ଲୋକହସା ହୋଇଥାଇ
ଚିତ୍ତ ରଞ୍ଜନ ଲେଙ୍କା (କଟକ)କକ