Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଧିସ୍ତ୍ରୀ...!!!
ଅଧିସ୍ତ୍ରୀ...!!!
★★★★★

© Prasanta Bhunya

Inspirational

1 Minutes   6.4K    5


Content Ranking

 ହୃଦରେ ଆଖିରେ ଗର୍ଭରେ ତନୁରେ

ଷଡ଼ଋତୁର ସମାହାର,

ଗ୍ରୀଷ୍ମ ବର୍ଷା ବସନ୍ତର ଅମରାବତୀ

ତୁ ଅନନ୍ୟ ଏକଇ ସୃଷ୍ଟିର;

ମାତା ପିତା ବନ୍ଧୁ ସଖା ତୁ ଏକା

ତୁ ହିଁ ତ ପରମେଶ୍ୱର,

ତୁ ନାରୀ ତୁ ଶକ୍ତି ତୁ ସ୍ରଷ୍ଟା ତୁ

ମୋ ମର୍ତ୍ତ୍ୟର ଜୀବନ୍ତ ଈଶ୍ୱର;

-ପ୍ରଭୂ

ଅଧିସ୍ତ୍ରୀ ନାରୀ ପିତା

Rate the content


Originality
Flow
Language
Cover design

Comments

Post


Some text some message..