ଅଧିସ୍ତ୍ରୀ...!!!
ଅଧିସ୍ତ୍ରୀ...!!!
ହୃଦରେ ଆଖିରେ ଗର୍ଭରେ ତନୁରେ
ଷଡ଼ଋତୁର ସମାହାର,
ଗ୍ରୀଷ୍ମ ବର୍ଷା ବସନ୍ତର ଅମରାବତୀ
ତୁ ଅନନ୍ୟ ଏକଇ ସୃଷ୍ଟିର;
ମାତା ପିତା ବନ୍ଧୁ ସଖା ତୁ ଏକା
ତୁ ହିଁ ତ ପରମେଶ୍ୱର,
ତୁ ନାରୀ ତୁ ଶକ୍ତି ତୁ ସ୍ରଷ୍ଟା ତୁ
ମୋ ମର୍ତ୍ତ୍ୟର ଜୀବନ୍ତ ଈଶ୍ୱର;
-ପ୍ରଭୂ
ହୃଦରେ ଆଖିରେ ଗର୍ଭରେ ତନୁରେ
ଷଡ଼ଋତୁର ସମାହାର,
ଗ୍ରୀଷ୍ମ ବର୍ଷା ବସନ୍ତର ଅମରାବତୀ
ତୁ ଅନନ୍ୟ ଏକଇ ସୃଷ୍ଟିର;
ମାତା ପିତା ବନ୍ଧୁ ସଖା ତୁ ଏକା
ତୁ ହିଁ ତ ପରମେଶ୍ୱର,
ତୁ ନାରୀ ତୁ ଶକ୍ତି ତୁ ସ୍ରଷ୍ଟା ତୁ
ମୋ ମର୍ତ୍ତ୍ୟର ଜୀବନ୍ତ ଈଶ୍ୱର;
-ପ୍ରଭୂ