Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

3  

Sukanti Hotta

Others

ଆମ ସମ୍ପଦ

ଆମ ସମ୍ପଦ

1 min
432


ଆମ ଗାଁ ମାଟି ପାଣି ପବନ ସୁରକ୍ଷା ପାଇଁ ଦେବାରେ ଧ୍ୟାନ

ଆସଆସ ମୋର ଭଉଣୀ ଭାଈ ଦେଶ ମାଟିରେ ଜନମ ହୋଇ

କରିବା କାମ ରଖିବା ନାମ ମଧୁବାବୁଙ୍କର ଗୁଣକୁ ଗାଇ l


ଆମ ରାସ୍ତାଘାଟ ସଫା କରିବା କଚ୍ଚା ରାସ୍ତାକୁ ପକା କରିବା

ଘରର ମଇଳା ଡଷ୍ଟବିନରେ ଢ଼ାଳି କରିବା ସୁରକ୍ଷା ଝଗଡା ଭୂଲି

ଗାଁର ସୁରକ୍ଷା ଦେଶର ସୁରକ୍ଷା ଦେଶ ସୁରକ୍ଷାରେ ଆମରି ରକ୍ଷା


ଧନ ସମ୍ପତି ଠୁଁ ବଡ଼ 'ଜୀବନ 'ସୁରକ୍ଷା କରିବା ଦେଇଣ ମନ

ରାସ୍ତାର ନିୟମ ମାନିଚାଲିବା ଦୁର୍ଘଟଣାରୁ ରକ୍ଷା ପାଇବା

ନିଶାଦ୍ରବ୍ୟ ଠାରୁ ଦୂରେ ରହିବା ସୁରକ୍ଷିତ ଜୀବନ ଆମେ ବିତାଇବା


ଭାଇଭାଇ ହୋଇ ଆମେ ଚାଲିବା ଦେଶର ଉନ୍ନତି ଆମେ କରିବା ସୁରକ୍ଷିତ ସମାଜ ଆମେ ଗଢିବା.......


ଆମ ଗଛଲତା ଆମ ସମ୍ପଦ କାଟିବାନି ଡାକିବାନି ବିପଦ

ଅମ୍ଳଜାନ ଅଟେ ଆମ ଜୀବନ ଲଗାଇବା ଗଛ ଦେଇଣ ମନ

ଜଳ ଅଟଇ ଆମ ଜୀବନ ପ୍ରଦୂଷଣ ମୁକ୍ତ ସମାଜ ହେବ ଗଠନ l


ବିଦ୍ୟୁତ ସୌର ଶକ୍ତିକୁ ସଞ୍ଚୟ କରି ମେସିନ ଲଗାଇବା ଭଳିକିଭଳି

ଧନ୍ୟ ହୋଇବ ଆମ ଉତ୍କଳ, ଉତ୍କଳ ଦିବସେ ଶପଥ କର l


ସୁକାନ୍ତି ହୋତା

ତାଳଚେର

7008819456




Rate this content
Log in