Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Others

2  

Pramila Sahoo

Others

ଛଳନା

ଛଳନା

1 min
6.5K


ମିଛ ପ୍ରତିଶୃତି ଦେଇ ଥିଲୁ ମତେ
ଅତି ଯତ୍ନରେ ପ୍ରିୟା ମୋର
ଭାବିଥିଲି ସେ ଥିଲା ମୋ ପାଇଁ ପ୍ରେମ
ଆଜି ବୁଝି ପାରିଲି ଥିଲା ଛଳନାର ଦିଗ
କାହିଁ ମିଛେ ହୃଦୟ ସହ ଖେଳୁଥିଲ ଏମିତିକା ଖେଳ
ତୁ ଚାଲି ଗଲୁ ମୋ ପାଇଁ ସାଜିଲା କାଳ
ଜୀବନ ଥିବା ଯାଏ ନାହିଁ ବିଶ୍ୱାସ
ଆଜିଠୁ ହୋଇ ଗଲି ଅଜଣା ମଣିଷ
ତୁ ଖୁସିରେ ରହ ସାରା ଜୀବନ
ମୁଁ ପଛେ ପାଏ ନିତି ଅନେକ ଦୁଃଖ
ପ୍ରମିଳା ସାହୁ


Rate this content
Log in