Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୁଭ ସକାଳର ସପ୍ରେମ ନମସ୍କାର ସହିତ
ଶୁଭ ସକାଳର ସପ୍ରେମ ନମସ୍କାର ସହିତ
★★★★★

© Tapan Dixit

Fantasy

1 Minutes   6.8K    3


Content Ranking

ଶୁଭ ସକାଳର ସପ୍ରେମ ନମସ୍କାର ସହିତ ବନ୍ଧୁତ୍ୱର 

ହାର୍ଦ୍ଦିକ ଅଭିନନ୍ଦନ ସାବିତ୍ରୀ ଜୀ ... 

ଭଗ୍ନ କୋଣାରକ ଶିଳା ପରେ ଲେଖି 

ଅମର ପ୍ରେମର ଗାଥା

କଳ୍ପନା ନିହାଣ ମୁନରେ ଆଙ୍କି ମୁଁ 

ବିରହ ବେଦନା କଥା ,

ବତୀଘର ପରି ପଥ ଦେଖୁଥିବି 

ଚନ୍ଦ୍ରଭାଗା ବେଳା ପରେ

ତୁମ ପ୍ରେମ ପୋତ ଆସୁଥିବ କାଳେ 

ରାତି ଅମା ଅନ୍ଧାରରେ,

ଆସି ପହଞ୍ଚିବ ତୁମେ…. 

ବୋଧହୁଏ ! ଶେଷ ଯାମେ…….... ।।

ତପନ ଦୀକ୍ଷିତ(ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

ସକାଳ କଳ୍ପନା ଚନ୍ଦ୍ରଭାଗା

Rate the content


Originality
Flow
Language
Cover design

Comments

Post


Some text some message..