Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Fantasy

2  

Tapan Dixit

Fantasy

ଶୁଭ ସକାଳର ସପ୍ରେମ ନମସ୍କାର ସହିତ

ଶୁଭ ସକାଳର ସପ୍ରେମ ନମସ୍କାର ସହିତ

1 min
7.5K


ଶୁଭ ସକାଳର ସପ୍ରେମ ନମସ୍କାର ସହିତ ବନ୍ଧୁତ୍ୱର 

ହାର୍ଦ୍ଦିକ ଅଭିନନ୍ଦନ ସାବିତ୍ରୀ ଜୀ ... 

ଭଗ୍ନ କୋଣାରକ ଶିଳା ପରେ ଲେଖି 

ଅମର ପ୍ରେମର ଗାଥା

କଳ୍ପନା ନିହାଣ ମୁନରେ ଆଙ୍କି ମୁଁ 

ବିରହ ବେଦନା କଥା ,

ବତୀଘର ପରି ପଥ ଦେଖୁଥିବି 

ଚନ୍ଦ୍ରଭାଗା ବେଳା ପରେ

ତୁମ ପ୍ରେମ ପୋତ ଆସୁଥିବ କାଳେ 

ରାତି ଅମା ଅନ୍ଧାରରେ,

ଆସି ପହଞ୍ଚିବ ତୁମେ…. 

ବୋଧହୁଏ ! ଶେଷ ଯାମେ…….... ।।

ତପନ ଦୀକ୍ଷିତ(ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in

Similar oriya poem from Fantasy