Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନୀରବେ ନୀରବେ
ନୀରବେ ନୀରବେ
★★★★★

© Sasmita Acharya

Others

1 Minutes   7.1K    6


Content Ranking

ନୀରବ ଅପରାଧୀଟେ ପରି

ସମୟର ସୁଅରେ

ଖସି ଖସି ଯାଏ ପାଦ ମୋର

କେଜାଣି କେତେବେଳେ

ପହଞ୍ଚିବି ଅନିଛାକୃତ ଇଲାକାରେ……

ଭାଙ୍ଗିଯିବ ସିନା

ଦେଇଥିବା ପ୍ରତିଶ୍ରୁତି ସବୁ

ନୀରବେ ନୀରବେ

ଜିଇଥିବେ ସ୍ମୃତିମାନେ ଚିରକାଳ

ହୃଦୟର ଅଦେଖା କୋହରେ……||

ନୀରବ ପାଦ ପ୍ରତିଶ୍ରୁତି

Rate the content


Originality
Flow
Language
Cover design

Comments

Post

Some text some message..