Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Others

2  

Sasmita Acharya

Others

ନୀରବେ ନୀରବେ

ନୀରବେ ନୀରବେ

1 min
7.1K


ନୀରବ ଅପରାଧୀଟେ ପରି

ସମୟର ସୁଅରେ

ଖସି ଖସି ଯାଏ ପାଦ ମୋର

କେଜାଣି କେତେବେଳେ

ପହଞ୍ଚିବି ଅନିଛାକୃତ ଇଲାକାରେ……

ଭାଙ୍ଗିଯିବ ସିନା

ଦେଇଥିବା ପ୍ରତିଶ୍ରୁତି ସବୁ

ନୀରବେ ନୀରବେ

ଜିଇଥିବେ ସ୍ମୃତିମାନେ ଚିରକାଳ

ହୃଦୟର ଅଦେଖା କୋହରେ……||


Rate this content
Log in