Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ନୂଆ ଏକ ଆଭିଧାନ

ନୂଆ ଏକ ଆଭିଧାନ

1 min
7.1K



ବିପିନ ମହାନ୍ତି

ତୁମ ଆଖି ଦୁଇ ଆଖି ନୁହେଁ ସାହୀ

ନୂଆ ଏକ ଅଭିଧାନ,

ଯାହା ମୁଁ ନଖୋଲି ପଢି ନେଇଥିଲି

ହୃଦୟର ଶବ୍ଦମାନ l

ଆଖି ସିନା ସବୁ ବୁଝେଇ କହିଛି

ଓଠ ପାରିନାହି କହି ,

କହିଦେଲେ ଓଠ କରିବି ପ୍ରଘଟ

ଆମ୍ମା ପ୍ରୀତି ଗୀତିମାନ l

ପ୍ରେମ କରେ ଯିଏ ଡରେନି ତ ସିଏ

ଦୁନିଆ ଆଖିକୁ କେବେ ,

ଭଲପାଏ ବୋଲି କହିଦେଲେ ଖୋଲି

ଦୁନିଆ ଡରିବ ସେବେ ,

ନହେଲେ ଏମିତି ଡରିମରି ପ୍ରୀତି

ହଜୁଥିବ ନିତି ଦିନ ll




Rate this content
Log in

Similar oriya poem from Classics