Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Others

2  

Bhakta Malla

Others

ଚେତନ

ଚେତନ

1 min
6.7K


ସ୍ମୃତି ଖୋଜେ ଅନାଗତ ସ୍ଥିତି


ଅନାମିକା ସମୟ ପାବଚ୍ଛ ,


ମୋତେ ଦିଶେ ମୋ ପୃଥିବୀ


କ୍ଷୁଦ୍ର ଏକ ଉତ୍ପଳ କଣିକା


ସ୍ବର୍ଗ ଏକ ନାଆଁ ଅଜଣା ବଣୁଆ ଫୁଲ


ଇନ୍ଦ୍ରଜାଲ ମହା ମୋହ


ପରିବ୍ୟାପ୍ତ ଦିଗରୁ ବିଦିଗ


ଯାହା କେବେ ହୁଏ ନାହିଁ ଦୃଶ୍ୟ ।


ପାପୁଲିରେ ବନ୍ଦୀ ହୁଏ


ଅନ୍ତରୀକ୍ଷ ଅନନ୍ତ ନୀଳିମା


ସୀମାହୀନ ମହାଶୂନ୍ୟ,


ସ୍ଥିର ହୁଏ ମହାକାଳ


ମୋ ଆୟୁଷର ବୁନ୍ଦାଏ ମୁହୂର୍ତ୍ତେ ।


ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ

ନେମ୍ବରା, କେନ୍ଦ୍ରାପଡା ।

19th September 2018.


Rate this content
Log in