Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

2  

Jagabandhu Sahu

Others

ପାକିସ୍ତାନ ଏବେ ମିଶିବ ମାଟିରେ

ପାକିସ୍ତାନ ଏବେ ମିଶିବ ମାଟିରେ

1 min
378


କୁକୁର ଭଳିଆ ଗୋଡେଇ ଗୋଡେଇ

ମାରିବୁ ଆମେରେ ତୋତେ

ପାକିସ୍ତାନଟା ତୋ ମାଟିରେ ମିଶେଇ

ଆତଙ୍କ ପୋଛିବୁ ଯେତେ

ଏ ବିଶ୍ବ ଦେଖିବ ଭାରତର ଶକ୍ତି

ନଥିବ ଆତଙ୍କ ଭୟ

ଶତ୍ରୁ ବି ଆମର ତିରଙ୍ଗାକୁ ଦେଖି

କରୁଥିବ ଜୟ ଜୟ

ଯେଉଁଠି ତିରଙ୍ଗା ସେଇଠି ସୁରକ୍ଷା

ଭାବିବ ଏ ସାରା ବିଶ୍ବ

ବୋଇମାନ ଶଳା ପାକିସ୍ତାନ ଟିର

ହେବ ଏବେ ସର୍ବନାଶ ।

ପ୍ରେମ୍ କବି ଜଗବନ୍ଧୁ ସାହୁ


Rate this content
Log in